୧୯୯୩ ଭଳି ଆକ୍ରମଣ ଯୋଜନା ପଣ୍ଡ କଲା ଦିଲ୍ଲୀ ପୁଲିସ

ବ୍ରିଜ୍‌, ରେଳଧାରଣା ଉଡ଼ାଇବାକୁ ଆଇଏସ୍‌ଆଇ ତାଲିମ ଦେଇଥି‌ଲା ନୂଆଦିଲ୍ଲୀ : ‌ଦେଶରେ ୧୯୯୩ ବମ୍ବେ ବିସ୍ଫୋରଣ ପରି ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା ହୋଇଥିଲା। କିନ୍ତୁ ଏହି ଯୋଜନାକୁ ଦିଲ୍ଲୀ ପୁଲିସ ପଣ୍ଡ କରିଦେଇଛି। ମଙ୍ଗଳବାର ଦିଲ୍ଲୀ ପୁଲିସ ୩ଟି ରାଜ୍ୟରେ ଚଢ଼ଉ କରି ଏକ ବଡ଼ ଧରଣର ଆତଙ୍କବାଦୀ ନେଟ୍‌ୱର୍କର ପର୍ଦ୍ଦାଫାସ କରିଥିଲା। ଦିଲ୍ଲୀ ପୁଲିସ ୬ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ୨ … Continue reading ୧୯୯୩ ଭଳି ଆକ୍ରମଣ ଯୋଜନା ପଣ୍ଡ କଲା ଦିଲ୍ଲୀ ପୁଲିସ